ଅପହୃତ ପିଲାଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରୁଥିବା ମାଷ୍ଟର ମାଇଣ୍ଡ ଗିରଫ

ଖୋର୍ଦ୍ଧା: ପ୍ରଥମେ ଅପହରଣ ଓ ପରେ ସେମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜନ। ଭୁବନେଶ୍ୱରରୁ ଅପହୃତା ହୋଇଥିବା ଏକ ଶିଶୁକନ୍ୟାକୁ ଜଟଣୀ ନିକଟରୁ ପୋଲିସ ଉଦ୍ଧାର କରିବା ପରେ ଏହି  ଘଟଣା ପଦାକୁ ଆସିଛି। ଏହି ଅପହରଣ ପଛରେ ରହିଛନ୍ତି ଜଣେ ପେଶାଦାର ଅପରାଧୀ। ସେ ହେଲେ ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ଗାଁର ଶଙ୍କର ଭୋଇ। ଗତ ଜୁନ୍‌ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଏକ ଛୋଟ ଝିଅକୁ ଅପହରଣ କରି ଶଙ୍କର ଜେଲ ଯାଇଥିଲେ। ଜେଲରୁ ଫେରିବା […]

khodha

khodha

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 08:05 PM IST

Sports

Latest News

ଖୋର୍ଦ୍ଧା: ପ୍ରଥମେ ଅପହରଣ ଓ ପରେ ସେମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜନ। ଭୁବନେଶ୍ୱରରୁ ଅପହୃତା ହୋଇଥିବା ଏକ ଶିଶୁକନ୍ୟାକୁ ଜଟଣୀ ନିକଟରୁ ପୋଲିସ ଉଦ୍ଧାର କରିବା ପରେ ଏହି  ଘଟଣା ପଦାକୁ ଆସିଛି। ଏହି ଅପହରଣ ପଛରେ ରହିଛନ୍ତି ଜଣେ ପେଶାଦାର ଅପରାଧୀ। ସେ ହେଲେ ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ଗାଁର ଶଙ୍କର ଭୋଇ।

ଗତ ଜୁନ୍‌ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଏକ ଛୋଟ ଝିଅକୁ ଅପହରଣ କରି ଶଙ୍କର ଜେଲ ଯାଇଥିଲେ। ଜେଲରୁ ଫେରିବା ପରେ ଭୁବନେଶ୍ୱର ବରଗଡ଼ ଅଞ୍ଚଳରୁ ୫ ବର୍ଷର ଝିଅକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଝିଅକୁ ଜଟଣୀରୁ ଉଦ୍ଧାର କରାଯିବା ପରେ ଏହା ପଛରେ ଥିବା କାରଣ ଲୋକଲୋଚନକୁ ଆସିଛି। ଅପହରଣ ପରେ ବିଭିନ୍ନ ଟ୍ରେନରେ ପିଲାମାନଙ୍କୁ ଭିକ୍ଷାବୃତ୍ତିରେ ଲଗାଉଥିବା ଅଭିଯୁକ୍ତ ଶଙ୍କର ନିଜେ ସ୍ୱୀକାର କରିଛି।

ଭୁବନେଶ୍ୱର ବରଗଡ ଅଞ୍ଚଳରୁ ଗତ ଅକ୍ଟୋବର ୭ ତାରିଖରେ ଶିଶୁକନ୍ୟାର ନିଖୋଜ ନେଇ  ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। କମିଶନରେଟ ପୋଲିସ ପିଲାଟିକୁ ଉଦ୍ଧାର କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହିତ ତଦନ୍ତ ଜାରି ରଖିଥିଲା।ଆଜି ଶଙ୍କର ସମ୍ପର୍କରେ ଖବର ପାଇ ବରଗଡ ପୋଲିସ ହରିରାଜପୁରରେ ପହଞ୍ଚି ସ୍ଥାନୀୟ ଫାଣ୍ଡିର କର୍ମଚାରୀଙ୍କ ସହାୟତାରେ ଶିଶୁକନ୍ୟାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି।

ଅଭିଯୁକ୍ତ ଶଙ୍କର କହିଛନ୍ତି କହିଛନ୍ତି, “ମୁଁ ଛୋଟ ପିଲାଙ୍କୁ ଚୋରି  କରି ଭିକ୍ଷାବୃତ୍ତିରେ ଲଗାଏ। ଆଜି ଭିକ୍ଷା ମାଗିବା ବେଳେ  ପିଲା ଚୋର କହି ଲୋକ ଥାନାରେ ଭତ୍ତି କରିଦେଇଛନ୍ତି।”

ହରିରାଜପୁର ଫାଣ୍ଡି ଅଧିକାର ବିଦ୍ୟାଧର ଭୋଳ କହିଛନ୍ତି, “ଶଙ୍କର ଛୋଟ ପିଲାଙ୍କୁ ଚୋରି କରି ସେମାନଙ୍କୁ ଭିକ୍ଷାବୃତ୍ତିରେ ଲଗାଏ। ଏହା ପଛରେ ଏକ ରାକେଟ କାମ କରି ଥାଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story