ମୋବାଇଲ୍‌ ଲୁଟେରା ଗିରଫ, ୩୦ଟି ମୋବାଇଲ୍ ଜବତ

କଟକ: କଟକ ବାଦାମବାଡ଼ି ଅଞ୍ଚଳରୁ ଜଣେ ମୋବାଇଲ୍ ଲୁଟେରାକୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ତା ନାଁ ଅଜୟ ପ୍ରଧାନ ଓରଫ୍ ତିସ୍‌ମାର ଖାନ୍‌। ତା’ ଠାରୁ ୩୦ଟି ମୋବାଇଲ୍ ଜବତ କରାଯାଇଛି।