ମୋବାଇଲ୍‌ ଲୁଟେରା ଗିରଫ, ୩୦ଟି ମୋବାଇଲ୍ ଜବତ

କଟକ: କଟକ ବାଦାମବାଡ଼ି ଅଞ୍ଚଳରୁ ଜଣେ ମୋବାଇଲ୍ ଲୁଟେରାକୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ତା ନାଁ ଅଜୟ ପ୍ରଧାନ ଓରଫ୍ ତିସ୍‌ମାର ଖାନ୍‌। ତା’ ଠାରୁ ୩୦ଟି ମୋବାଇଲ୍ ଜବତ କରାଯାଇଛି।

handcuffs

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 11:56 AM IST

Related story