ନବରଙ୍ଗପୁର: ୩୨ଟି ହଣ୍ଡା ଓ ଡେକ୍‌ଚି ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପୋଲିସ ୩୨ଟି ହଣ୍ଡା ଓ ଡେକ୍‌ଚି ଜବତ କରିଛି। ପଞ୍ଚାୟତ ନିର୍ବାଚନ ପାଇଁ ଏହି ହଣ୍ଡା ଓ ଡେକ୍‌ଚି ବଣ୍ଟା ହେବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗାଡ଼ି ଅଟକାଇ ଥାନାକୁ ଖବର ଦେଇଥିଲେ। ବିଜେଡି ପକ୍ଷରୁ ଏହି ସବୁ ଜିନିଷ ବଣ୍ଟା ହେବାକୁ ଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

nabarangapur

Rakesh Mallick
  • Published: Monday, 06 February 2017
  • , Updated: 06 February 2017, 04:42 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପୋଲିସ ୩୨ଟି ହଣ୍ଡା ଓ ଡେକ୍‌ଚି ଜବତ କରିଛି। ପଞ୍ଚାୟତ ନିର୍ବାଚନ ପାଇଁ ଏହି ହଣ୍ଡା ଓ ଡେକ୍‌ଚି ବଣ୍ଟା ହେବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗାଡ଼ି ଅଟକାଇ ଥାନାକୁ ଖବର ଦେଇଥିଲେ।

ବିଜେଡି ପକ୍ଷରୁ ଏହି ସବୁ ଜିନିଷ ବଣ୍ଟା ହେବାକୁ ଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Related story