ନବରଙ୍ଗପୁରରେ ମାସକର ଶିଶୁକୁ ଚେଙ୍କ ଦେବା ଘଟଣା: ଅଭିଯୁକ୍ତ ଦିଶାରୀ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍  ବୁଟିପଦରରେ ମାସକର ଶିଶୁକୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ଦିଶାରୀକୁ ଟାଉନ୍ ଥାନା ପୋଲିସ ଗିରଫ କରିଛି। ଗିରଫ ଦିଶାରୀ ହେଲେ ପୁରୁଷୋତ୍ତମ ଘାସି। ଗତ ନଭେମ୍ୱର ୨୪ ତାରିଖରେ ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ କିସାନୀଙ୍କ ୨୭ ଦିନର ଶିଶୁପୁତ୍ରର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେବା ସହ ପେଟ ଫୁଲି ଯାଇଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରୀକୁ ଡକାଇଥିଲେ। ଦିଶାରୀର […]

giraf

giraf

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 11:03 AM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍  ବୁଟିପଦରରେ ମାସକର ଶିଶୁକୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ଦିଶାରୀକୁ ଟାଉନ୍ ଥାନା ପୋଲିସ ଗିରଫ କରିଛି। ଗିରଫ ଦିଶାରୀ ହେଲେ ପୁରୁଷୋତ୍ତମ ଘାସି।

ଗତ ନଭେମ୍ୱର ୨୪ ତାରିଖରେ ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ କିସାନୀଙ୍କ ୨୭ ଦିନର ଶିଶୁପୁତ୍ରର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେବା ସହ ପେଟ ଫୁଲି ଯାଇଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରୀକୁ ଡକାଇଥିଲେ। ଦିଶାରୀର ପରାମର୍ଶ ଅନୁଯାୟୀ,ଏହି କୋମଳମତି ଶିଶୁର ପେଟସାରା ତତଲା ଲୁହାକଣ୍ଟାରେ ଚେଙ୍କ ଦିଆଯାଇଥିଲା। ଏହାପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଶିଶୁଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା।

ଶିଶୁଟିର ମା’ ରୁକ୍ମଣୀ କିର୍ସାନୀ କହିଥିଲେ ଯେ ଘଟଣାଟି ଘଟିବା ବେଳେ ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ଛୁଆଟିର ଦେହ ଭଲ ନ ଥିଲା। ତା’ ପେଟ ଫୁଲି ଥିଲା। ଶାଶୂ ଶ୍ୱଶୁର ଦିଶାରୀ ଡାକି ତା’ରି ପରାମର୍ଶରେ ତାଙ୍କ ଛୁଆକୁ ଲୁହାକଣ୍ଟା ଚେଙ୍କ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story