ନାରାୟଣପାଟଣାରେ ବ୍ୟବସାୟୀଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ଜବତ
ନାରାୟଣପାଟଣା: କୋରାପୁଟ ଜିଲ୍ଲା ସୁନାବେଡା ଏସ୍ଡିପିଓଙ୍କ ନେତୃତ୍ୱରେ ଦାମନଯୋଡ଼ି ପୋଲିସ୍ ଆଜି ଲକ୍ଷ୍ମୀପୁର ବ୍ଲକ କାକରିଗୁମା ଗାଁର ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୪୫ ବସ୍ତା ଆମୋନିୟମ୍ ସଲ୍ଫେଟ୍, ୫ ବଣ୍ଡଲ ଇଲେକ୍ଟ୍ରୋନିକ ଡିଟୋନେଟର ଓ ୧୬ଟି ଡିଜେଲ୍ ଭର୍ତ୍ତି ଜାରକିନ୍ ରହିଛି। ତେବେ ଏହି ବିସ୍ଫୋରକ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ରଖାଯାଥିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
ନାରାୟଣପାଟଣା: କୋରାପୁଟ ଜିଲ୍ଲା ସୁନାବେଡା ଏସ୍ଡିପିଓଙ୍କ ନେତୃତ୍ୱରେ ଦାମନଯୋଡ଼ି ପୋଲିସ୍ ଆଜି ଲକ୍ଷ୍ମୀପୁର ବ୍ଲକ କାକରିଗୁମା ଗାଁର ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।
ଜବତ ସାମଗ୍ରୀ ମଧ୍ୟରେ ୪୫ ବସ୍ତା ଆମୋନିୟମ୍ ସଲ୍ଫେଟ୍, ୫ ବଣ୍ଡଲ ଇଲେକ୍ଟ୍ରୋନିକ ଡିଟୋନେଟର ଓ ୧୬ଟି ଡିଜେଲ୍ ଭର୍ତ୍ତି ଜାରକିନ୍ ରହିଛି। ତେବେ ଏହି ବିସ୍ଫୋରକ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ରଖାଯାଥିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।