ନୟାଗଡ଼: କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ନୟାଗଡ଼: ନୟାଗଡ଼ ସ୍ୱଂୟ ଶାସିତ କଲେଜର ସୁବ୍ରତ ନାମକ ଜଣେ ଛାତ୍ରଙ୍କୁ ଗତକାଲି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସୁବ୍ରତ ତାଙ୍କ ବନ୍ଧୁ ଅଂଶୁମାନଙ୍କ ସହିତ ଏକ ବାଇକ ଯୋଗେ ଯାଉଥିବା ସମୟରେ ଏକ ଟାଭେରା ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ଆସି ସୁବ୍ରତ ଓ ତାଙ୍କ ସାଙ୍ଗଙ୍କୁ ଅପହରଣ କରି ବୋଲଗଡ଼ ନେଇଥିଲେ। ବୋଲଗଡ଼ ନିକଟରେ ଏକ ସ୍ଥାନରେ ଦୁର୍ବୃତ୍ତମାନେ ଅଂଶୁମାନଙ୍କୁ ଛାଡି ଦେଇ ସୁବ୍ରତଙ୍କୁ […]

nayagada

nayagada

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 01:04 PM IST

Sports

Latest News

ନୟାଗଡ଼: ନୟାଗଡ଼ ସ୍ୱଂୟ ଶାସିତ କଲେଜର ସୁବ୍ରତ ନାମକ ଜଣେ ଛାତ୍ରଙ୍କୁ ଗତକାଲି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସୁବ୍ରତ ତାଙ୍କ ବନ୍ଧୁ ଅଂଶୁମାନଙ୍କ ସହିତ ଏକ ବାଇକ ଯୋଗେ ଯାଉଥିବା ସମୟରେ ଏକ ଟାଭେରା ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ଆସି ସୁବ୍ରତ ଓ ତାଙ୍କ ସାଙ୍ଗଙ୍କୁ ଅପହରଣ କରି ବୋଲଗଡ଼ ନେଇଥିଲେ। ବୋଲଗଡ଼ ନିକଟରେ ଏକ ସ୍ଥାନରେ ଦୁର୍ବୃତ୍ତମାନେ ଅଂଶୁମାନଙ୍କୁ ଛାଡି ଦେଇ ସୁବ୍ରତଙ୍କୁ ନେଇ ପଳାଇଛନ୍ତି।

କେଉଁ କାରଣରୁ ସୁବ୍ରତଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।ପରିବାର ଲୋକଙ୍କ ଏତଲାକୁ ଭିତିକରି ଇଟାମାଟି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁବ୍ରତ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର। ସୁବ୍ରତ ଦ୍ୱିତୀୟ ବର୍ଷ ପାଇଁ ରି-ଆଡ଼ମିସନ କରି ନ ଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ସେ କହିଛନ୍ତି,“ସୁବ୍ରତ ଗତକାଲି ରି-ଆଡ଼ମିଶନ କରିବା ନେଇ ମୋ ପାଖକୁ ଆସିଥିଲେ। ଛାତ୍ର ସଂସଦ ନିର୍ବାଚନ ପାଇଁ କୋର୍ଡ଼ ଅଫ କଣ୍ଡକ୍ଟ ଯୋଗୁଁ ଆଡ଼ମିଶନ ହୋଇପାରି ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story