ନୟାଗଡ଼: ସାତ ନକଲି ସିଆର୍‌ପିଏଫ୍‌ ଯବାନ ଗିରଫ

ନୟାଗଡ଼: ନୟାଗଡ଼ ପୋଲିସ୍ ରବିବାର ସାତ ଜଣ ନକଲି ସିଆର୍‌ପିଏଫ୍‌ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ବୋଲେରୋ ଗାଡ଼ି, ନକଲି ପରିଚୟ ପତ୍ର, ୭ଟି ମୋବାଇଲ, ୧୨ ହଜାର ଟଙ୍କ। ଓ ସିମ୍‌କାର୍ଡ ପୋଲିସ୍ ଜବତ କରିଛି । ଗତକାଲି ଏମାନେ ବସଷ୍ଟାଣ୍ଡରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ଗିରଫ କରିଥିଲା। ଗିରଫ ଯୁବକମାନଙ୍କ ଘର ରାୟଗଡ଼ା, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏହି ଯୁବକମାନଙ୍କ ନାଁରେ […]

giraf

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 08:07 AM IST

ନୟାଗଡ଼: ନୟାଗଡ଼ ପୋଲିସ୍ ରବିବାର ସାତ ଜଣ ନକଲି ସିଆର୍‌ପିଏଫ୍‌ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ବୋଲେରୋ ଗାଡ଼ି, ନକଲି ପରିଚୟ ପତ୍ର, ୭ଟି ମୋବାଇଲ, ୧୨ ହଜାର ଟଙ୍କ। ଓ ସିମ୍‌କାର୍ଡ ପୋଲିସ୍ ଜବତ କରିଛି । ଗତକାଲି ଏମାନେ ବସଷ୍ଟାଣ୍ଡରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ଗିରଫ କରିଥିଲା। ଗିରଫ ଯୁବକମାନଙ୍କ ଘର ରାୟଗଡ଼ା, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏହି ଯୁବକମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ଥିବା ଆଇଆଇସି ନାରାୟଣ ଚନ୍ଦ୍ର ବାରିକ୍  କହିଛନ୍ତି। ଏହି ଯୁବକମାନେ ଗାଡ଼ିରେ ପୋଲିସ୍ ପେଟ୍ଲ୍ ଓ ସିଆରପିଏଫ୍ ଡ୍ରେସ୍ ପିନ୍ଧି ନିଜକୁ ଯବାନର ପରିଚୟ ଦେଇଥାନ୍ତି।

Related story