ଜମିବାଡ଼ି ବିବାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା

ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲା ଜରିପଡ଼ା ଗାଁର ମେରି ପ୍ରଧାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏ ନେଇ ରଣପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ କ୍ଷତବିକ୍ଷତ ମରଶରୀରକୁ ଚାଷ ଜମିରୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମେରିଙ୍କର ସେହି ଗାଁର କିଛି ବ୍ୟକ୍ତିଙ୍କ ସହ ବିବାଦ ଲାଗି ରହିଥିଲା।

murder

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 04:59 PM IST

ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲା ଜରିପଡ଼ା ଗାଁର ମେରି ପ୍ରଧାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏ ନେଇ ରଣପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ କ୍ଷତବିକ୍ଷତ ମରଶରୀରକୁ ଚାଷ ଜମିରୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମେରିଙ୍କର ସେହି ଗାଁର କିଛି ବ୍ୟକ୍ତିଙ୍କ ସହ ବିବାଦ ଲାଗି ରହିଥିଲା।

Related story