ନୟାଗଡ଼: ନୟାଗଡ଼ ଠାରୁ ବାଣୀଗୋଛା ମଧ୍ୟରେ ୩ଟି ରାହାଜାନୀ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଡକାୟତଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ମଧ୍ୟଖଣ୍ଡର ଧନେଶ୍ୱର ପ୍ରଧାନ ଓ ଖୋର୍ଦ୍ଧା ଚୁଡ଼ାର ବିଭୁ କଲ୍ୟାଣ ରାଉତ। ଡ଼କାୟତଙ୍କ ଠାରୁ ୩,୫୦୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି।
ଏହି ଡ଼କାୟତ ଗ୍ୟାଙ୍ଗକୁ ବିଭିନ୍ନ ସମୟରେ ସହଯୋଗ କରୁଥିବା ଦୁଇ ଜଣ କନଷ୍ଟେବଲଙ୍କୁ ନୟାଗଡ଼ ଏସପି ବିଶାଲ ସିଂ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଲ ହେଲେ ଶାନ୍ତନୁ ଆଚାର୍ଯ୍ୟ ଓ ସଂସାରୀ ସ୍ୱାଇଁ। ଏହି ହାଇୱେ ଲୁଟେରା ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର ଅଛନ୍ତି । ଖୁବ ଶୀଘ୍ର ଏମାନଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।