ନୟାଗଡ଼: ଭାପୁର ତହସିଲଦାର ବିରୋଧରେ ମହିଳା କର୍ମଚାରୀମାନଙ୍କ ନିର୍ଯାତନା ଅଭିଯୋଗ

ନୟାଗଡ଼: ନୟାଗଡ଼ ଭାପୁର ତହସିଲଦାର ମହିଳା କର୍ମଚାରୀମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ତହସିଲ ଅଫିସର କିଛି ମହିଳା କର୍ମଚାରୀ ମହିଳା କମିଶନ ଓ ରାଜସ୍ୱ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତହସିଲଦାର ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଘରୋଇ କାମରେ ନିୟୋଜିତ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଏଭଳି ଆଚରଣ ସଂପର୍କରେ  କର୍ମଚାରୀମାନେ ଗତ ୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ […]

nayag

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 03:32 AM IST

ନୟାଗଡ଼: ନୟାଗଡ଼ ଭାପୁର ତହସିଲଦାର ମହିଳା କର୍ମଚାରୀମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ତହସିଲ ଅଫିସର କିଛି ମହିଳା କର୍ମଚାରୀ ମହିଳା କମିଶନ ଓ ରାଜସ୍ୱ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତହସିଲଦାର ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଘରୋଇ କାମରେ ନିୟୋଜିତ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଏଭଳି ଆଚରଣ ସଂପର୍କରେ  କର୍ମଚାରୀମାନେ ଗତ ୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ସେମାନେ ମହିଳା କମିଶନ ଓ ରାଜସ୍ୱ ସଚିବଙ୍କୁ ଜଣାଇଥିବା କହିଛନ୍ତି।

Related story