ନୟାଗଡ଼ରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ନୟାଗଡ଼: ନୟାଗଡ଼ ଜିଲ୍ଲା ଲାଠିପଡ଼ାରେ ଜଣେ ବ୍ୟବସାୟୀଙ୍କୁ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ବ୍ୟବସାୟୀ ପ୍ରତାପ ସାହୁ। ତାଙ୍କ ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି। ପ୍ରତାପଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ ପରେ ଫରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି। ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ।

guli mad

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 03:44 AM IST

Related story