ଲାଞ୍ଚ ନେଇ ନିଆଳି ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ମୁଖ୍ୟ କିରାଣୀ ଗିରଫ

କଟକ: କଟକ ନିଆଳି  ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ବାରିକ ଆଜି ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ରବୀନ୍ଦ୍ର ଏକ ଜମିର ଇସି  ବାହାର କରିବା ପାଇଁ ଟୋଲା ଗୋପିନାଥପୁର ଅଞ୍ଚଳର ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆଗରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା। ଏହାସହ ତାଙ୍କ ଠାରୁ ନଗଦ ୬୩, ୬୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

giraf

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 01:45 PM IST

କଟକ: କଟକ ନିଆଳି  ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ବାରିକ ଆଜି ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ରବୀନ୍ଦ୍ର ଏକ ଜମିର ଇସି  ବାହାର କରିବା ପାଇଁ ଟୋଲା ଗୋପିନାଥପୁର ଅଞ୍ଚଳର ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆଗରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା।

ଏହାସହ ତାଙ୍କ ଠାରୁ ନଗଦ ୬୩, ୬୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

Related story