ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲା: ସେବାୟତ ରବି ଦାସଙ୍କୁ ମିଳିଲା ଅନ୍ତରୀଣ ଜାମିନ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାର  ଅଭିଯୁକ୍ତ  ସେବାୟତ ରବି ଦାସଙ୍କୁ  ଆଜି ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବରରୁ ୧୮ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି।  ରବି ଦାସ ତାଙ୍କ ପତ୍ନୀଙ୍କ ଚିକିତ୍ସା  ପାଇଁ ଜାମିନ ଆବେଦନ କରିଥିଲେ।