ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲା: ସେବାୟତ ରବି ଦାସଙ୍କୁ ମିଳିଲା ଅନ୍ତରୀଣ ଜାମିନ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାର  ଅଭିଯୁକ୍ତ  ସେବାୟତ ରବି ଦାସଙ୍କୁ  ଆଜି ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବରରୁ ୧୮ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି।  ରବି ଦାସ ତାଙ୍କ ପତ୍ନୀଙ୍କ ଚିକିତ୍ସା  ପାଇଁ ଜାମିନ ଆବେଦନ କରିଥିଲେ।

sebayata-1

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:23 PM IST

Related story