ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣା: ଅଭିଯୁକ୍ତ ଇପସିତ ପ୍ରତିହାରୀଙ୍କ ଶାରଦା ଲଜ୍‌କୁ ସିଲ୍‌ କଲା ପୋଲିସ୍‌

ପୁରୀ: ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ଫେରାର ଥିବା ଅଭିଯୁକ୍ତ ସେବାୟତ ଇପସିତ ପ୍ରତିହାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଇପସିତ୍‌ଙ୍କ ସାରଦା ଲଜ୍‌କୁ ଆଜି ପୋଲିସ୍‌ ସିଲ୍‌ କରିଛି। ଲଜ୍‌ରେ ଥିବା ପର୍ଯ୍ୟଟକଙ୍କୁ ବାହାର କରାଯିବା ପରେ ଲଜ୍‌ ସିଲ୍‌ କରାଯାଇଛି। ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ସଂପୃକ୍ତ ୫ ଜଣ ସେବାୟତ ଦାମୋଦର ମହାସୁଆର, ଇପସିତ୍ ପ୍ରତିହାରୀ, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ ଓ ଜୟକୃଷ୍ଣ ମହାସୁଆରଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ […]

puri

puri

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 10:56 PM IST

ପୁରୀ: ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ଫେରାର ଥିବା ଅଭିଯୁକ୍ତ ସେବାୟତ ଇପସିତ ପ୍ରତିହାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଇପସିତ୍‌ଙ୍କ ସାରଦା ଲଜ୍‌କୁ ଆଜି ପୋଲିସ୍‌ ସିଲ୍‌ କରିଛି। ଲଜ୍‌ରେ ଥିବା ପର୍ଯ୍ୟଟକଙ୍କୁ ବାହାର କରାଯିବା ପରେ ଲଜ୍‌ ସିଲ୍‌ କରାଯାଇଛି।

ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ସଂପୃକ୍ତ ୫ ଜଣ ସେବାୟତ ଦାମୋଦର ମହାସୁଆର, ଇପସିତ୍ ପ୍ରତିହାରୀ, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ ଓ ଜୟକୃଷ୍ଣ ମହାସୁଆରଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସ୍‌ ଏସଡିଜିଏମଙ୍କ କୋର୍ଟରେ ଆବେଦନ କରିଥିଲା। ଏମାନଙ୍କ ସମ୍ପତ୍ତି ସହ ବ୍ୟାଙ୍କ ଆକାଉଣ୍ଟ ଓ ଗାଡ଼ି ଜବତ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୁରୀ ଡିଏସପି ପ୍ରଭାତ ରାଉତରାୟ କରିଛନ୍ତି, “ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ଫେରାର ଥିବା ୫ ଜଣ ସେବାୟତଙ୍କ ସମ୍ପର୍ତ୍ତି ବାଜ୍ୟାପ୍ତି ପାଇଁ ଏସଡିଜିଏମଙ୍କ କୋର୍ଟରେ ଆବେଦନ କରିଥିଲୁ। ଆଜି ଆମେ ବାଜ୍ୟାପ୍ତି  ପାଇଁ ନିର୍ଦ୍ଦେଶ ପାଇ ଥିଲୁ। ଇପସିତ୍‌ଙ୍କ ସାରଦା ଲଜ୍  ସିଲ କରାଯାଇଛି। ଲଜ୍‌ରେ ଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story