ନୀଳଗିରି: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ସାନଓତା ଗାଁରେ ଜଣେ ଯୁବତୀର ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖଇ ପଚରାଉଚରା କରୁଛି। ନୀଳଗିରି କଲେଜରେ ପଢୁଥିବା ମାନସ ନାୟକ ନାମକ ଯୁବକ ମୃତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତେବେ ଗତକାଲି ରାତିରେ ଘରେ ଯୁବତୀ ଜଣକ ଏକୁଟିଆ ଥିବାର ଖବର ପାଇ ତାଙ୍କ ଘରକୁ  ଆସି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୀଳଗିରି ପୋଲିସ୍ ଅଭିଯୁକ୍ତ […]

hotya

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 09:38 AM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ସାନଓତା ଗାଁରେ ଜଣେ ଯୁବତୀର ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖଇ ପଚରାଉଚରା କରୁଛି।

ନୀଳଗିରି କଲେଜରେ ପଢୁଥିବା ମାନସ ନାୟକ ନାମକ ଯୁବକ ମୃତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତେବେ ଗତକାଲି ରାତିରେ ଘରେ ଯୁବତୀ ଜଣକ ଏକୁଟିଆ ଥିବାର ଖବର ପାଇ ତାଙ୍କ ଘରକୁ  ଆସି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୀଳଗିରି ପୋଲିସ୍ ଅଭିଯୁକ୍ତ ମାନସଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Related story