ମାନସିକ ବିକାରଗସ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ବାମନଳ ଗାଁରେ ଜଣେ ମାନସିକ ବିକାରଗସ୍ତ ମହିଳାଙ୍କୁ ବଳାତ୍କାର ପରେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳା ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍‌ କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। କିଛି ସମୟ ପରେ ଘରଠାରୁ ଅଳ୍ପ ଦୂର ଅନ୍ୟ ଜଣକ ଅଗଣାରେ ଅର୍ଦ୍ଧଦଗ୍ଧ ଅବସ୍ଥା ପଡ଼ି ପାଣି ପାଇଁ ଚିତ୍କାର କରୁଥିଲେ। ସ୍ଥାନୀୟ […]

rape-graphics

rape-graphics

Rakesh Mallick
  • Published: Monday, 10 October 2016
  • Updated: 10 October 2016, 08:55 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ବାମନଳ ଗାଁରେ ଜଣେ ମାନସିକ ବିକାରଗସ୍ତ ମହିଳାଙ୍କୁ ବଳାତ୍କାର ପରେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।

ଗତକାଲି ମହିଳା ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍‌ କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। କିଛି ସମୟ ପରେ ଘରଠାରୁ ଅଳ୍ପ ଦୂର ଅନ୍ୟ ଜଣକ ଅଗଣାରେ ଅର୍ଦ୍ଧଦଗ୍ଧ ଅବସ୍ଥା ପଡ଼ି ପାଣି ପାଇଁ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକେ ପାଣି ଦେବା ପରେ କିଛି କହିବା ପୂର୍ବରୁ ମହିଳା ଜଣଙ୍କ ମୃତ୍ୟୁ ଘଟିଥିଲା।

ବଳାତ୍କାର ପରେ କିରାସିନି ଢ଼ାଳି ପୋଡି ମାରିଦିଆଯାଇଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos