ଦୀପୁ ଓ ଓମ୍ ହତ୍ୟା ମାମଲା: ନିର୍ମଳର ଜାମିନ ଆବେଦନ ଖାରଜ

କଟକ: ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ନିର୍ମଳ ରାଉତର ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ମଳର ଜାମିନ ଆବେଦନକୁ ଖାରଜ କରିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ମଳ କରିଥିବା ଅନ୍ତରୀଣ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା। ଡି-ବ୍ରର୍ଦସଙ୍କ ସହଯୋଗୀ ନିର୍ମଳର ଆଠଗଡ଼ର ଖୁଣ୍ଟକଟାସ୍ଥିତ ଫ।ର୍ମ ହାଉସରେ ଦୀପୁ ଓ ଓମକୁ ହତ୍ୟା କରାଯାଇଥିବା ନେଇ ପୋଲିସ୍ ତଦନ୍ତରୁ ଜାଣି […]

deepu-om

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 02:38 PM IST

କଟକ: ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ନିର୍ମଳ ରାଉତର ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ମଳର ଜାମିନ ଆବେଦନକୁ ଖାରଜ କରିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ମଳ କରିଥିବା ଅନ୍ତରୀଣ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା।

ଡି-ବ୍ରର୍ଦସଙ୍କ ସହଯୋଗୀ ନିର୍ମଳର ଆଠଗଡ଼ର ଖୁଣ୍ଟକଟାସ୍ଥିତ ଫ।ର୍ମ ହାଉସରେ ଦୀପୁ ଓ ଓମକୁ ହତ୍ୟା କରାଯାଇଥିବା ନେଇ ପୋଲିସ୍ ତଦନ୍ତରୁ ଜାଣି ପାରିଥିଲା।

ଡି-ବ୍ରର୍ଦସ ଓ ସେମାନଙ୍କର ଅନ୍ୟ ସହଯୋଗୀଙ୍କ ଭଳି ନିର୍ମଳ ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ପୋଲିସ୍ କହିଛି।

Related story