ନିଶ୍ଚିନ୍ତକୋଇଲି: ୩ ଗିରଫ, ସୁନା ଜବତ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ୍‌ ଆଜି ଏକ ଡକାୟତ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍‌ ୨୬ ଗ୍ରାମ ସୁନା, ଦୁଇଟି ମୋବାଇଲ ଓ ଗୋଟିଏ ସିମ୍‌ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ଦାସ, ସଞ୍ଜୟ ଦାସ ଓ ପ୍ରଭାତ ସାହୁ। ଗତ ୮ ତାରିଖ ରାତିରେ ଏମାନେ ଜମରା ଗାଁର ରବୀନ୍ଦ୍ର ମହାନ୍ତିଙ୍କ ଘରୁ ଡକାୟତି କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଗ୍ୟାଙ୍ଗର ଅନ୍ୟମାନଙ୍କୁ […]

Nischintakoili

Nischintakoili

Rakesh Mallick
  • Published: Monday, 21 November 2016
  • Updated: 21 November 2016, 09:57 PM IST

Sports

Latest News

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ୍‌ ଆଜି ଏକ ଡକାୟତ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍‌ ୨୬ ଗ୍ରାମ ସୁନା, ଦୁଇଟି ମୋବାଇଲ ଓ ଗୋଟିଏ ସିମ୍‌ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ଦାସ, ସଞ୍ଜୟ ଦାସ ଓ ପ୍ରଭାତ ସାହୁ।

ଗତ ୮ ତାରିଖ ରାତିରେ ଏମାନେ ଜମରା ଗାଁର ରବୀନ୍ଦ୍ର ମହାନ୍ତିଙ୍କ ଘରୁ ଡକାୟତି କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସାଲେପୁର ଏସ୍‌ଡିପିଓ ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story