ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲା: ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେଲେ ବଳରାମ ଚମ୍ପତିରାୟ

ରାଉରକେଲା: ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ବଳରାମ ଚମ୍ପତିରାୟଙ୍କୁ ଆଜି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। କାର୍ଯ୍ୟାଳୟରେ ବେଆଇନ ମଦ ରଖିବା ଓ ଅସଦାଚରଣ ମାମଲାରେ ଚମ୍ପତିରାୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ଚମ୍ପତିରାୟଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲ୍‌କୁ ପଠାଇ ଦିଆଯାଇଛି।

jail

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 01:36 PM IST

Related story