ବେଆଇନ ଗର୍ଭପାତ ବେଳେ ମହିଳାଙ୍କ ମୃତ୍ୟୁ, ଡାକ୍ତରଙ୍କ ସମେତ ୪ ଗିରଫ

ନୂଆପଡ଼ା: ବେଆଇନ ଗର୍ଭପାତ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ପରେ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ଶବ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ଲଖନ ଗାଁରୁ। ମହିଳାଙ୍କ ମୃତ୍ୟୁ ପରେ ଶବକୁ ଛତିଶଗଡ଼ର ଏକ ଜଙ୍ଗଲରେ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଡାକ୍ତରଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ମହିଳାଙ୍କ ଭାଇ କହିଛନ୍ତି,“ଗଙ୍ଗେଶ୍ୱର ସାହୁ ମୋ […]

nuapada

nuapada

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 07:50 PM IST

Sports

Latest News

nuapadaନୂଆପଡ଼ା: ବେଆଇନ ଗର୍ଭପାତ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ପରେ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ଶବ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ଲଖନ ଗାଁରୁ। ମହିଳାଙ୍କ ମୃତ୍ୟୁ ପରେ ଶବକୁ ଛତିଶଗଡ଼ର ଏକ ଜଙ୍ଗଲରେ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଡାକ୍ତରଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ମୃତ ମହିଳାଙ୍କ ଭାଇ କହିଛନ୍ତି,“ଗଙ୍ଗେଶ୍ୱର ସାହୁ ମୋ ନାନୀଙ୍କୁ ଗରିଆବନ୍ଧ ଝୋରାକୁ ନେଇ ହତ୍ୟା କରିଛି। ନାନୀ ୭ ମାସର ଗର୍ଭବତୀ ଥିଲା। ମେଡିକାଲ ନେବାକୁ କହି ଘରୁ ନେଇଥିଲା। ସେଠାରେ ଆଉ ୩ରୁ ୪ ଜଣ ଲୋକଙ୍କ ସହ ମିଶି ହତ୍ୟା କରିଦେଲେ। ଏ ନେଇ ପୋଲିସକୁ ଜଣାଇବା ପରେ ପୋଲିସ ଗଙ୍ଗେଶ୍ୱରକୁ ଡାକି ପଚରାଉଚରା କରିଥିଲା। ପ୍ରଥମେ ସେ କିଛି ମାନି ନ ଥିଲା। ତା’ର ହାତ ଜଳି ଯାଇଥିବାରୁ ପୋଲିସ ସନ୍ଦେହ କରି ଅଧିକ ପଚରାଉଚରା କରିବା ପରେ ତାକୁ ଧରିଥିଲା।”

ଡିଏସ୍‌ପି ରବୀନ୍ଦ୍ର ସେଠୀ କହିଛନ୍ତି,“ଗତ ୨୭ ତାରିଖରେ ମହିଳାଙ୍କ ବାପା ଗଙ୍ଗେଶ୍ୱର ସାହୁ ତାଙ୍କ ଝିଅକୁ ଅପହରଣ କରିବା ପରେ ହତ୍ୟା କରିଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡିଥିଲା ଗଙ୍ଗେଶ୍ୱରର ମୃତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲେ। ମହିଳା ଜଣଙ୍କ ୭ ମାସର ଗର୍ଭବତୀ ଥିଲେ। ଗଙ୍ଗେଶ୍ୱର, ସୁବଳ ଦାସ, ବ୍ୟାସଦେବ ପ୍ରଧାନଙ୍କ ସହ ମିଶି ଡାକ୍ତର ଅମୂଲ୍ୟ ଖୁଣ୍ଟିଆଙ୍କ କ୍ଲିନିକକୁ ଗର୍ଭପାତ କରାଇବାକୁ ନେଇଥିଲେ। ସେଠାରେ ଗତ ୨୦ ତାରିଖରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା। ୨୨ ତାରିଖ ସକାଳେ ସେଠାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପରେ ଗଙ୍ଗେଶ୍ୱର, ସୁବଳ ଏବଂ ବ୍ୟାସଦେବ ଏକ ଗାଡି ଭଡା କରି ଛୁରା ପୋଲିସ ଷ୍ଟେସନ ପାଖରେ ଥିବା ଏକ ଜଙ୍ଗଲରେ ପୋଡି ଦେଇଥିଲେ।”

ସେ କହିଛନ୍ତି,“ଛୁରା ପୋଲିସ ଅଧାପୋଡ଼ା ଶବ ପାଇ ସେପ୍ଟେମ୍ବର ୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପୋଲିସ ପୋଡା ଚିତାରୁ ମହିଳାଙ୍କ ଖପୁରୀ ଓ ଡାହାଣ ହାତର କିଛି ଅଂଶ ନେଇ ବ୍ୟବଚ୍ଛେଦ କରିଥିଲା। ଚୁଡା ପୋଲିସ ଜବତ କରିଥିବା ଚୂଡି ଓ ନାକର ଗୁଣା ତାଙ୍କ ଝିଅର ବୋଲି ମୃତା ମହିଳାଙ୍କ ବାପା ଚିହ୍ନଟ କରିଥିଲେ। ଗଙ୍ଗେଶ୍ୱର, ସୁବଳ, ବ୍ୟାସଦେବ ଏବଂ ଡାକ୍ତର ଅମୂଲ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ। ଏହି ଘଟଣାରେ ଆଉ କିଛି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story