ନୂଆପଡ଼ା: ବିଭିନ୍ନ ସ୍ଥାନରେ ବେଆଇନ କରତକଳ ଉପରେ ଚଢ଼ାଉ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ବିଭିନ୍ନ ସ୍ଥାନରେ ଥିବା ବେଆଇନ କରତକଳ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ  ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ  ଜବତ କରାଯାଇଛି। ଖରିଆରରୋଡର ମହମ୍ମଦ ଅସରଫ ଖାନଙ୍କ କରତକଳ ଏବଂ ଦଲଜିତ ସିଂହଙ୍କ କାଠ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର କାଠ, କାଠ ତିଆରି ସାମଗ୍ରୀ ଏବଂ କରତକଳ ଯନ୍ତ୍ରାଂଶ ଜବତ କରିଛି ଜଙ୍ଗଲ ବିଭାଗ। […]

chadau

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 05:31 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ବିଭିନ୍ନ ସ୍ଥାନରେ ଥିବା ବେଆଇନ କରତକଳ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ  ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ  ଜବତ କରାଯାଇଛି। ଖରିଆରରୋଡର ମହମ୍ମଦ ଅସରଫ ଖାନଙ୍କ କରତକଳ ଏବଂ ଦଲଜିତ ସିଂହଙ୍କ କାଠ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର କାଠ, କାଠ ତିଆରି ସାମଗ୍ରୀ ଏବଂ କରତକଳ ଯନ୍ତ୍ରାଂଶ ଜବତ କରିଛି ଜଙ୍ଗଲ ବିଭାଗ। ଏହି  ଚଢ଼ାଉ ବେଳେ ଖରିଆର  ଡିଏଫଓଙ୍କ ସମେତ ପୋଲିସ୍ ଓ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ।

Related story