ଓଡିଶାରେ ଜିହାଦ୍ ଟ୍ରେନିଂର ପ୍ଲାନ ହେଉଥିଲା ବେଙ୍ଗାଲୁରୁରେ

ଭୁବନେଶ୍ୱର: ଓଡ଼ିଶାରେ ଜିହାଦ୍ ଟ୍ରେନିଂର ପ୍ଲାନ୍ ବେଙ୍ଗାଲୁରୁରେ ପ୍ରସ୍ତୁତ ହେଉଥିଲା। ଏହାର ମାଷ୍ଟର ମାଇଣ୍ଡ ଥିଲା ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରେହମାନ ରହୁଥିଲା। ସେଠାରେ ଏକ ମଦ୍ରାସାରେ ସେ ପିଲାଙ୍କୁ ପାଠ ପଢାଉଥିଲା। ଏହାସହ ନେଟୱର୍କକୁ ବି ବଢାଇଥିଲା। ଦିଲ୍ଲୀ ସ୍ପେଶାଲ୍ ଟିମର ଜେରା ବେଳେ ଏମିତି ସବୁ ତଥ୍ୟ ସାମ୍ନାକୁ ଆସିଥିବା ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି। ରେହମାନ ଆକାଉଣ୍ଟକୁ ୪ରୁ ୫ଟି […]

rehaman

rehaman

Rakesh Mallick
  • Published: Friday, 25 December 2015
  • Updated: 26 December 2015, 02:41 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଜିହାଦ୍ ଟ୍ରେନିଂର ପ୍ଲାନ୍ ବେଙ୍ଗାଲୁରୁରେ ପ୍ରସ୍ତୁତ ହେଉଥିଲା। ଏହାର ମାଷ୍ଟର ମାଇଣ୍ଡ ଥିଲା ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରେହମାନ ରହୁଥିଲା। ସେଠାରେ ଏକ ମଦ୍ରାସାରେ ସେ ପିଲାଙ୍କୁ ପାଠ ପଢାଉଥିଲା। ଏହାସହ ନେଟୱର୍କକୁ ବି ବଢାଇଥିଲା। ଦିଲ୍ଲୀ ସ୍ପେଶାଲ୍ ଟିମର ଜେରା ବେଳେ ଏମିତି ସବୁ ତଥ୍ୟ ସାମ୍ନାକୁ ଆସିଥିବା ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି।

ରେହମାନ ଆକାଉଣ୍ଟକୁ ୪ରୁ ୫ଟି ରାଜ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଆସିଥିଲା। ବିଶେଷ କରି ବେଙ୍ଗାଲୁରୁ ସହରରୁ ରେହମାନ ପାଖକୁ ଅଧିକ ଅର୍ଥ ଆସିଥିଲା। ଓଡିଶା, ବେଙ୍ଗାଲୁରୁ ସହ ଗୁଜରାଟ, ୟୁପି ପର୍ଯ୍ୟନ୍ତ ରେହମାନର ନେଟୱାର୍କ ଲମ୍ୱିଥିଲା। ତେବେ ଓଡିଶାରେ ତା’ର ଗତିବିଧ, ମଦ୍ରାସା ମାଧ୍ୟମରେ ପିଲା ରିକ୍ରୁଟ, ୫ ରାଜ୍ୟ ସହ ତା’ର ଲିଙ୍କ୍ ପଛରେ କିଛି ବଡ଼ ଧରଣ ଯୋଜନା ଥିଲା କି ତାର ତନାଘନା କରୁଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story