କୋଷ୍ଟଗାର୍ଡ ହତ୍ୟା ମାମଲା: ଜଣେ ବାଂଲାଦେଶୀ ଗିରଫ

କଟକ: ଜଣେ କୋଷ୍ଟଗାର୍ଡ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଜଣେ ବାଂଲାଦେଶୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କ ନାଁ ଖୋକନ୍ ସେଖ୍। ଖୋକନ୍ ପାରାଦୀପରେ ଗତ ୨ ବର୍ଷ ହେଲା ଲୁଚି ରହିଥିବା ବେଳେ ତାଙ୍କୁ ଫରେନର୍ସ ଆକ୍ଟର ଧାରା ୧୪ ଅନୁଯାୟୀ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସୂଚନା ଆଧାରରେ ତାକୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଗିରଫ କରିଛି।

bangladeshee

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 04:57 PM IST

Related story