ଭୁବନେଶ୍ୱର: ଓୟୁଏଟି ପରିସରରୁ ଚନ୍ଦନକାଠ ଚୋରି

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ଫରେଷ୍ଟ ବିଭାଗର କ୍ୟାମ୍ପସ ଭିତରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୧୫ ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତ ମାନେ କ୍ୟାମ୍ପସରେ ପଶି ମେସିନ ସାହାଯ୍ୟରେ ୨ଟି ଚନ୍ଦନ ଗଛକୁ କାଟି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଚନ୍ଦନ ଗଛକୁ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବ୍ୟବହାର କରାଯାଉଥିଲା। ଏନେଇ ଫରେଷ୍ଟ ବିଭାଗର ଡିନ୍ ଖଣ୍ଡଗିରି ଥାନାରେ ଏକ ଏତଲା ଦାୟାର କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର […]

sandal atree-theft-from-ouat

sandal atree-theft-from-ouat

Rakesh Mallick
  • Published: Monday, 28 December 2015
  • Updated: 28 December 2015, 01:50 PM IST

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ଫରେଷ୍ଟ ବିଭାଗର କ୍ୟାମ୍ପସ ଭିତରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୧୫ ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତ ମାନେ କ୍ୟାମ୍ପସରେ ପଶି ମେସିନ ସାହାଯ୍ୟରେ ୨ଟି ଚନ୍ଦନ ଗଛକୁ କାଟି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଚନ୍ଦନ ଗଛକୁ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବ୍ୟବହାର କରାଯାଉଥିଲା। ଏନେଇ ଫରେଷ୍ଟ ବିଭାଗର ଡିନ୍ ଖଣ୍ଡଗିରି ଥାନାରେ ଏକ ଏତଲା ଦାୟାର କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story