ବୌଦ୍ଧ: ମେହେରୁଣି ନାଳରୁ ୨ଜଣ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବୌଦ୍ଧ: ମନମୁଣ୍ଡା ଥାନା ମେହେରୁଣି ନାଳରୁ ଆଜି ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଦୁଇ ଜଣ ମାଝିପଡ଼ା ଓ ଶିଗାଡ଼ି ଗାଁର। ଯୁବକ ଦ୍ୱୟଙ୍କୁ ସେମାନଙ୍କ ପରିବାର ଲୋକେ ଚିହ୍ନଟ କରିବା ସହ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତକ ଦୁଇଜଣ ହେଲେ ଶିଗାଡ଼ି ଗାଁର ପ୍ରକାଶ ମଲ୍ଲିକ ଏବଂ ମାଝିପଡ଼ା ଗାଁର ଲଙ୍କେଶ୍ୱର ମାଝି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ […]

boudha

boudha

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 02:54 PM IST

ବୌଦ୍ଧ: ମନମୁଣ୍ଡା ଥାନା ମେହେରୁଣି ନାଳରୁ ଆଜି ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଦୁଇ ଜଣ ମାଝିପଡ଼ା ଓ ଶିଗାଡ଼ି ଗାଁର। ଯୁବକ ଦ୍ୱୟଙ୍କୁ ସେମାନଙ୍କ ପରିବାର ଲୋକେ ଚିହ୍ନଟ କରିବା ସହ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତକ ଦୁଇଜଣ ହେଲେ ଶିଗାଡ଼ି ଗାଁର ପ୍ରକାଶ ମଲ୍ଲିକ ଏବଂ ମାଝିପଡ଼ା ଗାଁର ଲଙ୍କେଶ୍ୱର ମାଝି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମୃତ ଯୁବକ ଦୁଇଜଣ ଅନ୍ୟ ଜଣେ ଯୁବକ ସହ ଗତକାଲି ସନ୍ଧ୍ୟାରୁ ଘରୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଆଗି ସକାଳେ ଉଭୟଙ୍କ ମୃତଦେହ ମେହେରୁଣି ନାଳରେ ପଡିଥିବା ଦେଖିବାକୁ ମିଳିଥିଲା। ସେପଟେ ସେମାନଙ୍କ ସହ ଯାଇଥିବା ଅନ୍ୟତମ ଯୁବକ ଜଣଙ୍କ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖୋଜୁଛି। ସେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ କହୁଛି। ମୃତ ଯୁବକ ଦୁଇଜଣ ବନ୍ଧୁ ଥିଲେ। ତେବେ କିଏ କାହିଁକି ସେମାନଙ୍କୁ ହତ୍ୟାକଲା ତାହା ଜଣାପଡିନାହିଁ । ବୌଦ୍ଧ ଅତିରିକ୍ତ ଏସପି, ମନମୁଣ୍ଡା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story