ପାରାଦୀପ: ୪୦ ବ୍ୟାରେଲ କିରୋସିନ୍‌ ଜବତ, ଜଣେ ଗିରଫ

ପାରାଦୀପ: ବିଶ୍ୱାଳି ଛକ ନିକଟରେ ପୋଲିସ ଚଢାଉ କରି  ମଙ୍ଗଳବାର ଏକ ୨ ମହଲା ଘରୁ ୪୦ ବ୍ୟାରେଲ କିରୋସିନ ଜବତ କରିବା ପରେ ଜଣଙ୍କୁ ଗିରଫ କରାଯାଇଛି। ଏବେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆଇଓସିଏଲ୍‌ କର୍ତ୍ତୃପକ୍ଷ ତେଲ ଚୋରି ନେଇ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ଏକ ବୈଠକ ଡକାଇ ତେଲ କିପରି ଓ କେତେବେଳେ ପରିବହନ ହେଉଛି, ତାହାର ସମୟସୀମା ଓ […]

one arrested

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 05:03 PM IST

ପାରାଦୀପ: ବିଶ୍ୱାଳି ଛକ ନିକଟରେ ପୋଲିସ ଚଢାଉ କରି  ମଙ୍ଗଳବାର ଏକ ୨ ମହଲା ଘରୁ ୪୦ ବ୍ୟାରେଲ କିରୋସିନ ଜବତ କରିବା ପରେ ଜଣଙ୍କୁ ଗିରଫ କରାଯାଇଛି। ଏବେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଆଇଓସିଏଲ୍‌ କର୍ତ୍ତୃପକ୍ଷ ତେଲ ଚୋରି ନେଇ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ଏକ ବୈଠକ ଡକାଇ ତେଲ କିପରି ଓ କେତେବେଳେ ପରିବହନ ହେଉଛି, ତାହାର ସମୟସୀମା ଓ ପରିମାଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଆଇଓସିଏଲ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏହା ପୂର୍ବରୁ ଆଇଓସିଏଲ୍‌ର ବରିଷ୍ଠ ପଦାଧିକାରୀଙ୍କୁ ନେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଏକ ବୈଠକରେ ଆଲୋଚନା କରିଛନ୍ତି।

Related story