ପାରାଦୀପ: ଚାକିରି ଦେବା ନାଁରେ ୮କୋଟି ଟଙ୍କା ଠକେଇ ଅଭିଯୋଗ, ଜଣେ ଯୁବକ ଗିରଫ

ପାରାଦୀପ: ପାରାଦୀପ ଆଇଓସିଏଲରେ ଚାକିରି କରାଇ ଦେବା ନାଁରେ ୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ  ଜଣଙ୍କ ହେଲେ ଜିତୁ ରାଉତ। ଗତକାଲି ଆନ୍ଧ୍ରର ଏକ ସ୍ୱତନ୍ତ୍ର ଟିମ୍ ଜିତୁକୁ ପାରାଦୀପର  ବଡ଼ପଡ଼ିଆ ଅଞ୍ଚଳରୁ  ଗିରଫ କରିଥିଲା।  ଜିତୁ  ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ  ପାରାଦୀପ ଆଇଓସିଏଲରେ ଚାକିରି ଦେବା ନାଁରେ ଳୋକମାନଙ୍କ ଠାରୁ ପ୍ରାୟ ୮କୋଟି ଟଙ୍କା  ଠକେଇ ଜଣାପଡ଼ିଛି। ଏହା ପଛରେ ଏକ ରାକେଟ […]

paradeep

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:18 PM IST

ପାରାଦୀପ: ପାରାଦୀପ ଆଇଓସିଏଲରେ ଚାକିରି କରାଇ ଦେବା ନାଁରେ ୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ  ଜଣଙ୍କ ହେଲେ ଜିତୁ ରାଉତ। ଗତକାଲି ଆନ୍ଧ୍ରର ଏକ ସ୍ୱତନ୍ତ୍ର ଟିମ୍ ଜିତୁକୁ ପାରାଦୀପର  ବଡ଼ପଡ଼ିଆ ଅଞ୍ଚଳରୁ  ଗିରଫ କରିଥିଲା।  ଜିତୁ  ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ  ପାରାଦୀପ ଆଇଓସିଏଲରେ ଚାକିରି ଦେବା ନାଁରେ ଳୋକମାନଙ୍କ ଠାରୁ ପ୍ରାୟ ୮କୋଟି ଟଙ୍କା  ଠକେଇ ଜଣାପଡ଼ିଛି। ଏହା ପଛରେ ଏକ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି।

Related story