ପାରଳା ଗଣ ଆତ୍ମହତ୍ୟା ମାମଲା: ସରିଲା ଏସ୍‌ଆଇଟିର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜପ୍ରାସାଦ ମ୍ୟାନେଜର ଅନଙ୍ଗମଞ୍ଜରୀ ଦେବୀଙ୍କ ସହ ୪ ଜଣ ଆତ୍ମହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଏସ୍‌ଆଇଟି ତଦନ୍ତ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ବେଳେ ୧୯ ତାରିଖରେ ବିବାଦୀୟ ପୋଷ୍ଟର ଛାପିଥିବା ନୀଳକଣ୍ଠ ଅଫ୍‌ସେଟ ପ୍ରିଣ୍ଟିଂ ପ୍ରେସ ମାଲିକ ନାରାୟଣ ମହାପାତ୍ରଙ୍କୁ ପଚରାଉଚରା କରାଯାଇଥିଲା। ୨୦୧୧ ଓ ୨୦୧୨ ମସିହାରେ ମହାରାଜଙ୍କ ଜମି କିଣାବିକା ପ୍ରସଙ୍ଗରେ ଜବତ ହୋଇଥିବା ନଥିପତ୍ରକୁ ନେଇ ଜମି କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିଥିଲା ଏସ୍‌ଆଇଟି। ରାଜପ୍ରସାଦ […]

parala1

parala1

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 10:14 PM IST

Sports

Latest News

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜପ୍ରାସାଦ ମ୍ୟାନେଜର ଅନଙ୍ଗମଞ୍ଜରୀ ଦେବୀଙ୍କ ସହ ୪ ଜଣ ଆତ୍ମହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଏସ୍‌ଆଇଟି ତଦନ୍ତ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ବେଳେ ୧୯ ତାରିଖରେ ବିବାଦୀୟ ପୋଷ୍ଟର ଛାପିଥିବା ନୀଳକଣ୍ଠ ଅଫ୍‌ସେଟ ପ୍ରିଣ୍ଟିଂ ପ୍ରେସ ମାଲିକ ନାରାୟଣ ମହାପାତ୍ରଙ୍କୁ ପଚରାଉଚରା କରାଯାଇଥିଲା।

୨୦୧୧ ଓ ୨୦୧୨ ମସିହାରେ ମହାରାଜଙ୍କ ଜମି କିଣାବିକା ପ୍ରସଙ୍ଗରେ ଜବତ ହୋଇଥିବା ନଥିପତ୍ରକୁ ନେଇ ଜମି କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିଥିଲା ଏସ୍‌ଆଇଟି। ରାଜପ୍ରସାଦ ମ୍ୟାନେଜର ଅନଙ୍ଗମଞ୍ଜରୀଙ୍କ ମୃତ୍ୟୁ ପୂର୍ବରୁ ସେମାନଙ୍କ ସହ କଥାବାର୍ତ୍ତା ହୋଇଥିବା ପଡୋଶୀଙ୍କୁ ମଧ୍ୟ ଏସ୍‌ଆଇଟି ଟିମ୍‌ ପଚରାଉଚରା କରିଥିଲା।

ତା’ସହ ଆତ୍ମହତ୍ୟା ଘଟଣା ନେଇ ରାଜପ୍ରାସାଦ କର୍ମଚାରୀଙ୍କ ସହ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଆନନ୍ଦଙ୍କୁ ମଧ୍ୟ ପଚରାଉଚୁରା କରିଥିଲା ଏସ୍‌ଆଇଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story