ପାଟଣାଗଡ଼: ୩,୩୬୦ଟି କଫ୍‌ ସିରପ୍‌ ଜବତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେହେରପଡା ସ୍ଥିତ ମହାଲକ୍ଷ୍ମୀ ମେଡିସିନ ଷ୍ଟୋରଠାରେ ଏକ ମିନିଟ୍ରକ‌ରେ କଫ୍‌ ସିରପ ଅନଲୋଡ ହେଉଥିବା ସମୟରେ ପୋଲିସ୍‌ ୩,୩୬୦ଟି କଫ୍‌ ସିରପ୍‌ ଜବତ କରିଛି। ଏନେଇ ଟ୍ରଗ୍ସ ଇନ୍‌ସପେକ୍ଟର ଓ ବଲାଙ୍ଗିର ସିଟିଓ ତଦନ୍ତ କରୁଛନ୍ତି। କଫ୍‌ ସିରପ୍‌ ଗୁଡ଼ିକ ୯୦ ଟଙ୍କା ହୋଇଥିବା ବେଳେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପ୍ରତି କଫ୍ ସିରପ୍‌ର ମୂଲ୍ୟକୁ ୩ଟଙ୍କା ଦରରେ କିଣାଯାଇଥିବା ବିଲ୍‌ରେ ଉଲ୍ଲେଖ ରହିଛି।

police

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 06:59 PM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେହେରପଡା ସ୍ଥିତ ମହାଲକ୍ଷ୍ମୀ ମେଡିସିନ ଷ୍ଟୋରଠାରେ ଏକ ମିନିଟ୍ରକ‌ରେ କଫ୍‌ ସିରପ ଅନଲୋଡ ହେଉଥିବା ସମୟରେ ପୋଲିସ୍‌ ୩,୩୬୦ଟି କଫ୍‌ ସିରପ୍‌ ଜବତ କରିଛି।

ଏନେଇ ଟ୍ରଗ୍ସ ଇନ୍‌ସପେକ୍ଟର ଓ ବଲାଙ୍ଗିର ସିଟିଓ ତଦନ୍ତ କରୁଛନ୍ତି।

କଫ୍‌ ସିରପ୍‌ ଗୁଡ଼ିକ ୯୦ ଟଙ୍କା ହୋଇଥିବା ବେଳେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପ୍ରତି କଫ୍ ସିରପ୍‌ର ମୂଲ୍ୟକୁ ୩ଟଙ୍କା ଦରରେ କିଣାଯାଇଥିବା ବିଲ୍‌ରେ ଉଲ୍ଲେଖ ରହିଛି।

Related story