ବେଆଇନ ପଥର ଖାଦାନରେ ଚଢ଼ାଉ, ୭ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅନ୍ତର୍ଗତ ପଥରକଟା ଗାଁରେ ଥିବା ଏକ ପଥର ଖାଦାନରେ ଆଜି ଚଢ଼ାଉ କରାଯାଇ ୭ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଗୋଟିଏ ଟ୍ରାକ୍ଟର, ୨ଟି ପାୱାର ଟିଲର ଓ ୩ଟି ବାଇକ ଜବତ କରାଯାଇଛି। ଗାଁରେ ବେଆଇନ ଭାବେ ଏକ ପଥର ଖାଦାନ ଚାଲିଥିବା ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏହି ସମୟରେ ପୋଲିସ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

tractor-katha

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 02:56 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅନ୍ତର୍ଗତ ପଥରକଟା ଗାଁରେ ଥିବା ଏକ ପଥର ଖାଦାନରେ ଆଜି ଚଢ଼ାଉ କରାଯାଇ ୭ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଗୋଟିଏ ଟ୍ରାକ୍ଟର, ୨ଟି ପାୱାର ଟିଲର ଓ ୩ଟି ବାଇକ ଜବତ କରାଯାଇଛି।

ଗାଁରେ ବେଆଇନ ଭାବେ ଏକ ପଥର ଖାଦାନ ଚାଲିଥିବା ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏହି ସମୟରେ ପୋଲିସ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

Related story