ଫୁଲବାଣୀ: ୩ ଚୋର ଗିରଫ; ବହୁ ଅଳଙ୍କାର ସହ ୫ଟି ମୋବାଇଲ୍ ଓ ଗୋଟିଏ ଲାପଟପ୍  ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବହୁ ଚୋରି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଚୋରଙ୍କୁ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ବହୁ ଚୋରି ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବହୁ ଅଳଙ୍କାର, ୫ଟି ମୋବାଇଲ୍ ଓ ଗୋଟିଏ ଲାପ୍‌ଟପ୍ ରହିଛି। ଦେଢ଼ମାସ ମଧ୍ୟରେ ପ୍ରାୟ ପାଞ୍ଚଟି ଚୋରୀ ଘଟଣାରେ ସେମାନେ ସଂପକ୍ତ ଥିବା ପୋଲିସ୍ କହିଛି।

kandhmal

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 10:14 AM IST

Related story