ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ପୋଲିସ ଦୁଇଟି ପୃଥକ ମାମଲାରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।  ସେମାନଙ୍କ ଠାରୁ ୨ ଟି ବାଇକ, ପ୍ରାୟ ୩୭ କିଲୋ ଗଞ୍ଜେଇ ଓ ୮୦,୦୦୦ ଟଙ୍କା ଜବତ କରାଯାଇଛି। ପୋଲିସ ପ୍ରଥମେ କଡିପାରି ଗାଁ ନିକଟରୁ ଗୋଟିଏ ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ କରିଥିଲା। ପରେ କଟ୍ରିଙ୍ଗିଆ ଗାଁର ଜଗନ୍ନାଥ ଭୋଇଙ୍କୁ ଗିରଫ କରିଥିଲା। ସେହିପରି ଅନ୍ୟ ଏକ ମାମଲାରେ ସିପାଞ୍ଜରୀ […]

ganja

ganja

Rakesh Mallick
  • Published: Monday, 26 September 2016
  • Updated: 26 September 2016, 03:10 PM IST

Sports

Latest News

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ପୋଲିସ ଦୁଇଟି ପୃଥକ ମାମଲାରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।  ସେମାନଙ୍କ ଠାରୁ ୨ ଟି ବାଇକ, ପ୍ରାୟ ୩୭ କିଲୋ ଗଞ୍ଜେଇ ଓ ୮୦,୦୦୦ ଟଙ୍କା ଜବତ କରାଯାଇଛି।

ପୋଲିସ ପ୍ରଥମେ କଡିପାରି ଗାଁ ନିକଟରୁ ଗୋଟିଏ ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ କରିଥିଲା। ପରେ କଟ୍ରିଙ୍ଗିଆ ଗାଁର ଜଗନ୍ନାଥ ଭୋଇଙ୍କୁ ଗିରଫ କରିଥିଲା।

ସେହିପରି ଅନ୍ୟ ଏକ ମାମଲାରେ ସିପାଞ୍ଜରୀ ଘାଟିରୁ ପୋଲିସ ଗୋଟିଏ ବାଇକ ସହ ୨୩ କିଲୋ ଗଞ୍ଜେଇ ଓ ୮୦,୦୦୦ ଟଙ୍କା ଜବତ କରିଥିଲା। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପ୍ରେମକସ ସାହୁ ଓ ଉମେଶ ଖଟୁଆ ନାମକ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story