ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ଆହତ

ବ୍ରହ୍ମପୁର: ବ୍ରହ୍ମପୁର କବି ସୂର୍ଯ୍ୟନଗର ବଡ଼ ମହୁରୀ ରାସ୍ତାରେ ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ଆହତ ହୋଇଛନ୍ତି। ଦିଲ୍ଲୀପଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତା’ ଘର ବିଳିଆସିରା ଗାଁରେ।  ଦିଲ୍ଲୀପଙ୍କ ନାଁରେ  ବିଭିନ୍ନ ଥାନାରେ ୮ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଚକିତ୍ସା ପାଇଁ ତାଙ୍କୁ ଏମକେସିଜି ହସପିଟାଲରେ  ଭର୍ତ୍ତି କରାଯାଇଛି ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି।  ଗତକାଲି  ରାତି ପ୍ରାୟ ୨ଟା ୪୫ ମିନିଟରେ ସମୟରେ ଏହି ଏକାଉଣ୍ଟର ଘଟିଥିଲା।

delip

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 09:39 AM IST

ବ୍ରହ୍ମପୁର: ବ୍ରହ୍ମପୁର କବି ସୂର୍ଯ୍ୟନଗର ବଡ଼ ମହୁରୀ ରାସ୍ତାରେ ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ଆହତ ହୋଇଛନ୍ତି। ଦିଲ୍ଲୀପଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତା’ ଘର ବିଳିଆସିରା ଗାଁରେ।  ଦିଲ୍ଲୀପଙ୍କ ନାଁରେ  ବିଭିନ୍ନ ଥାନାରେ ୮ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଚକିତ୍ସା ପାଇଁ ତାଙ୍କୁ ଏମକେସିଜି ହସପିଟାଲରେ  ଭର୍ତ୍ତି କରାଯାଇଛି ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି।

 ଗତକାଲି  ରାତି ପ୍ରାୟ ୨ଟା ୪୫ ମିନିଟରେ ସମୟରେ ଏହି ଏକାଉଣ୍ଟର ଘଟିଥିଲା।

Related story