୫ ହଜାର ଟଙ୍କା ଲାଞ୍ଚ ନେଇ କଟକ ସଦର ଥାନା ଏଏସ୍‌ଆଇ ଗିରଫ

କଟକ: ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ସଦର ଥାନା ଏଏସ୍‌ଆଇ ବିଜୟ ବେହେରା। ତାଙ୍କର ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ଜଗତସିଂହପୁର ଜିଲ୍ଲା ବାଲିକୁଦା ସ୍ଥିତ ତାଙ୍କ ପୈତୃକ ଘର ସହିତ କଟକ ବକ୍ସିବଜାରସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

bribe

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 05:00 PM IST

Related story