ପୋଲିସ୍‌ ଗୁଳିରେ ୨ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୃତ

ରାଉରକେଲା: ଆଜି ରାଉରକେଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡା ଜଙ୍ଗଲରେ ପୋଲିସ୍‌ ଓ ପ୍ୟୁପୁଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ  ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପୋଲସ୍‌ ସର୍ଚ୍ଚ ଅପରେଶନ୍ କରି ୨ଟି ଷ୍ଟେନ୍‌ଗନ୍‌, ବହୁ ଗୁଳିଗୋଳା ଓ ନଗଦ ୪୦ ହଜାର ଟଙ୍କା ଜବତ କରିଛି।

plfi1

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 11:12 PM IST

Related story