ଅର୍ଥ ଆତ୍ମସାତ୍‌ ଅଭିଯୋଗର ୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଗିରଫ

ବାଲେଶ୍ୱର: ଅର୍ଥ ଆତ୍ମସାତ୍‌ ଅଭିଯୋଗର ୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ଖଇରାରୁ ତାଙ୍କୁ ଗିରଫ କରାଯାଇଛି। ଦୁର୍ଯ୍ୟୋଧନ ୧୯୮୩ ମସିହାରେ ବାଲେଶ୍ୱର ଜିଲ୍ଲା ଦାମୋଦରପୁର ଗାଁରେ ଥିବା ପୋଷ୍ଟ୍ ଅଫିସ୍‌ରେ ଚାକିରି କରୁଥିଲେ। ସେହି ସମୟରେ ଯାମିନୀକାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଉକ୍ତ ପୋଷ୍ଟ୍ ଅଫିସ୍‌ରେ ୨୨,୦୦୦ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଯାମିନୀ ଉକ୍ତ ଟଙ୍କା ଉଠାଇବାକୁ ଗଲେ ତାଙ୍କ ଖାତାରେ […]

khaira

khaira

Rakesh Mallick
  • Published: Friday, 23 September 2016
  • Updated: 23 September 2016, 07:13 PM IST

Sports

Latest News

ବାଲେଶ୍ୱର: ଅର୍ଥ ଆତ୍ମସାତ୍‌ ଅଭିଯୋଗର ୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ଖଇରାରୁ ତାଙ୍କୁ ଗିରଫ କରାଯାଇଛି।

ଦୁର୍ଯ୍ୟୋଧନ ୧୯୮୩ ମସିହାରେ ବାଲେଶ୍ୱର ଜିଲ୍ଲା ଦାମୋଦରପୁର ଗାଁରେ ଥିବା ପୋଷ୍ଟ୍ ଅଫିସ୍‌ରେ ଚାକିରି କରୁଥିଲେ। ସେହି ସମୟରେ ଯାମିନୀକାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଉକ୍ତ ପୋଷ୍ଟ୍ ଅଫିସ୍‌ରେ ୨୨,୦୦୦ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଯାମିନୀ ଉକ୍ତ ଟଙ୍କା ଉଠାଇବାକୁ ଗଲେ ତାଙ୍କ ଖାତାରେ ଟଙ୍କା ନାହିଁ ବୋଲି କହିଥିଲେ ଦୁର୍ଯ୍ୟୋଧନ କହିଥିଲେ। ଏହା ପରେ ସେ ଦୁର୍ଯ୍ୟୋଧନଙ୍କ ନାଁରେ ଅଭିଯୋଗ କରିଥିଲେ।

୧୯୯୦ରୁ ଏହି ଅଭିଯୋଗର ତଦନ୍ତ ଭାର ନେଇଥିଲା ସିବିଆଇ। ସିବିଆଇ କୋର୍ଟ ଦୁର୍ଯ୍ୟୋଧନଙ୍କ ବିରୋଧନରେ ଏନ୍‌ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲେ। ୧୯୯୪ରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ସିବିଆଇକୁ ୨୬ ବର୍ଷ ହେଲା ଚକ୍‌ମା ଦେଇ ଆସୁଥିଲେ ଦୁର୍ଯ୍ୟୋଧନ। ଗତକାଲି ଖଇରା ତହସିଲ ଅଫିସ୍‌ରୁ ତାଙ୍କୁ ସିବିଆଇ ଗିରଫ କରିଥିଲା। ସେ ସେଠାରେ ମୋହରି ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story