ବ୍ରହ୍ମଗିରି: ୪ ମୃତ ଓ ଗୋଟିଏ ଜୀବନ୍ତ ପକ୍ଷୀ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଅଫିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଘଟୁକୁଳି ଗ୍ରାମ ଗହିରରେ ଚଢ଼ାଉ କରି ୪ଟି ମୃତ ସୋଭଲର ଓ ଗୋଟିଏ ନିର୍ଦ୍ଦନପିଣ୍ଟଲ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଚମ୍ପଟ ମାରିଥିଲେ। ପକ୍ଷୀମାନଙ୍କୁ ଫାଶ ପକାଇ କିମ୍ୱା ବିଷ ଦେଇ ଶିକାର କରାଯାଉଥିବା ବନ ବିଭାଗ ସନ୍ଦେହ କରୁଛି। ରେଞ୍ଜ ଅଫିସର ସାହାଜୀ ଚରଣ ବିଶ୍ୱାଳ କହିଛନ୍ତି,“ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଫେରାର […]

foreign-bird

foreign-bird

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 09:45 PM IST

Sports

Latest News

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଅଫିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଘଟୁକୁଳି ଗ୍ରାମ ଗହିରରେ ଚଢ଼ାଉ କରି ୪ଟି ମୃତ ସୋଭଲର ଓ ଗୋଟିଏ ନିର୍ଦ୍ଦନପିଣ୍ଟଲ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଚମ୍ପଟ ମାରିଥିଲେ। ପକ୍ଷୀମାନଙ୍କୁ ଫାଶ ପକାଇ କିମ୍ୱା ବିଷ ଦେଇ ଶିକାର କରାଯାଉଥିବା ବନ ବିଭାଗ ସନ୍ଦେହ କରୁଛି।

ରେଞ୍ଜ ଅଫିସର ସାହାଜୀ ଚରଣ ବିଶ୍ୱାଳ କହିଛନ୍ତି,“ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।”

ଗତ ୯ ତାରିଖରେ ବନ ବିଭାଗ ଘଟୁକୁଳି ଗାଁରେ ଚଢ଼ାଉ କରି ୮ଟି ମୃତ ବିଦେଶୀ ପକ୍ଷୀ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story