ଦରଜୀ ଛକ ବୋମାମାଡ଼ ଘଟଣାରେ ଜଣେ ଗିରଫ

ପୁରୀ: ପୁରୀ ଦରଜୀ ଛକ ବୋମାମାଡ଼ ଘଟଣାର  ଜଣେ ଅଭିଯୁକ୍ତକୁ ଆଜି କୁମ୍ଭାରପଡ଼ା ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଳୁ ବଳିଆର ସିଂ। ତା’ ନିକଟରୁ ଏକ ସ୍କୁଟର ପୋଲିସ୍‌ ଜବତ କରିଛି। ଜମିଜମା ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା ପୋଲିସ୍‌ କହିଛି। ଗତକାଲି ସନ୍ଧ୍ୟାରେ ଦରଜୀ ପୋଖରୀ ଛକରେ ଥିବା ମୋବାଇଲ ଦୋକାନ ଉପରେ ବୋମାମାଡ଼ କରାଯାଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ।

puri-bummmeing

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 02:06 PM IST

ପୁରୀ: ପୁରୀ ଦରଜୀ ଛକ ବୋମାମାଡ଼ ଘଟଣାର  ଜଣେ ଅଭିଯୁକ୍ତକୁ ଆଜି କୁମ୍ଭାରପଡ଼ା ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଳୁ ବଳିଆର ସିଂ। ତା’ ନିକଟରୁ ଏକ ସ୍କୁଟର ପୋଲିସ୍‌ ଜବତ କରିଛି। ଜମିଜମା ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା ପୋଲିସ୍‌ କହିଛି।

ଗତକାଲି ସନ୍ଧ୍ୟାରେ ଦରଜୀ ପୋଖରୀ ଛକରେ ଥିବା ମୋବାଇଲ ଦୋକାନ ଉପରେ ବୋମାମାଡ଼ କରାଯାଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ।

Related story