ପୂର୍ବ ଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ର କରି ପୁରୀରେ ଗଣ୍ଡଗୋଳ, ଜଣେ ମୃତ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁ ଛକରେ ପୂର୍ବ ଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ର କରି ଗତକାଲି ରାତିରେ ଦୁଇ ଜଣ ଦୋକାନୀ ମଧ୍ୟରେ ଗଣ୍ତଗୋଳ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଙ୍ଗା ଗଜ। ଦୁଇ ଦୋକାନୀଙ୍କ ମାଡ଼ରେ ଗଙ୍ଗା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ […]

murder

murder

Rakesh Mallick
  • Published: Monday, 26 September 2016
  • Updated: 26 September 2016, 10:44 AM IST

Sports

Latest News

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁ ଛକରେ ପୂର୍ବ ଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ର କରି ଗତକାଲି ରାତିରେ ଦୁଇ ଜଣ ଦୋକାନୀ ମଧ୍ୟରେ ଗଣ୍ତଗୋଳ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଙ୍ଗା ଗଜ। ଦୁଇ ଦୋକାନୀଙ୍କ ମାଡ଼ରେ ଗଙ୍ଗା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଗଙ୍ଗାଙ୍କ ପୁଅ ପ୍ରକାଶ ଗଜ ଅଭିଯୋଗ କରିଛନ୍ତି,“ପୂର୍ବ ଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ର କରି କାଳିଆ ଭୋଲ ଏବଂ ଓ ସୁଧା ଭୋଳ ମୋ ବାପାଙ୍କୁ ଆକ୍ରମଣ କରିଥିଲେ।”

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ପୃଷ୍ଟି କହିଛନ୍ତି,“ଶବ ବ୍ୟବଚ୍ଛେଦ ସରିଛି। ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story