ପୁରୀ: ହୋଟେଲରୁ ପର୍ଯ୍ୟଟକଙ୍କ ଟଙ୍କା ଓ ଗହଣା ଚୋରି ଅଭିଯୋଗ

ପୁରୀ: ପୁରୀ ଷ୍ଟେସନ ରୋଡସ୍ଥିତ ପଦ୍ମା ହୋଟେଲର ୨ଟି ରୁମରୁ ପର୍ଯ୍ୟଟକଙ୍କ ଟଙ୍କା, ମୋବାଇଲ, ଗହଣା ଓ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନରେ ଅଭିଯୋଗ ହୋଇଛି । ପାଟନାର କିଛି ପର୍ଯ୍ୟଟକ ୬ଟି ରୁମ ନେଇ ଏହି ହୋଟେଲରେ ରୁହୁଥିଲେ। ଶୁକ୍ରବାର ରାତିରେ ରୁମର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ସେମାନଙ୍କ ବ୍ୟାଗରେ ଥିବା ୮୦ହଜାର ଟଙ୍କା ସହ ମୋବାଇଲ ଓ ଗହଣା ଚୋରି କରି ନେଇଥିବା ଥାନାରେ ଅଭିଯୋଗ […]

puri

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 02:43 PM IST

ପୁରୀ: ପୁରୀ ଷ୍ଟେସନ ରୋଡସ୍ଥିତ ପଦ୍ମା ହୋଟେଲର ୨ଟି ରୁମରୁ ପର୍ଯ୍ୟଟକଙ୍କ ଟଙ୍କା, ମୋବାଇଲ, ଗହଣା ଓ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନରେ ଅଭିଯୋଗ ହୋଇଛି । ପାଟନାର କିଛି ପର୍ଯ୍ୟଟକ ୬ଟି ରୁମ ନେଇ ଏହି ହୋଟେଲରେ ରୁହୁଥିଲେ। ଶୁକ୍ରବାର ରାତିରେ ରୁମର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ସେମାନଙ୍କ ବ୍ୟାଗରେ ଥିବା ୮୦ହଜାର ଟଙ୍କା ସହ ମୋବାଇଲ ଓ ଗହଣା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ହୋଟେଲକୁ ଯାଇ ତଦନ୍ତ ଆରମ୍ଭ କରିଛି।

Related story