ପୁରୀରେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ଜିଆରପି ପୋଲିସ୍

ପୁରୀ: ପୁରୀ ରେଳଷ୍ଟେଶନ ନିକଟରେ ରହୁଥିବା ଦୁର୍ଗା ଦାସ ନାମ୍ନୀ ଜଣେ ମହିଳାଙ୍କ ୩ ମାସର ଶିଶୁପୁତ୍ରକୁ ଆଜି ସକାଳେ ଜିଆରପି ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ବଣ୍ଡ ରଖି ଛାଡିଦେଇଛି । ଏହାସହ ଶିଶୁ ବିକ୍ରି ଘଟଣାରେ ହୋଇଥିବା ଅର୍ଥ କାରବାର ଘଟଣାର ତଦନ୍ତ ଚଳାଇଛି ପୋଲିସ । ଉଦ୍ଧାର ଶିଶୁକୁ ପୁରୀ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। […]

puri

puri

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 02:36 PM IST

Sports

Latest News

ପୁରୀ: ପୁରୀ ରେଳଷ୍ଟେଶନ ନିକଟରେ ରହୁଥିବା ଦୁର୍ଗା ଦାସ ନାମ୍ନୀ ଜଣେ ମହିଳାଙ୍କ ୩ ମାସର ଶିଶୁପୁତ୍ରକୁ ଆଜି ସକାଳେ ଜିଆରପି ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ବଣ୍ଡ ରଖି ଛାଡିଦେଇଛି । ଏହାସହ ଶିଶୁ ବିକ୍ରି ଘଟଣାରେ ହୋଇଥିବା ଅର୍ଥ କାରବାର ଘଟଣାର ତଦନ୍ତ ଚଳାଇଛି ପୋଲିସ । ଉଦ୍ଧାର ଶିଶୁକୁ ପୁରୀ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଗତକାଲି ଶିଶୁଟିକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ଅପରାହ୍ନରେ ରେଳଷ୍ଟେଶନ ନିକଟରେ ସୁପରଭାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ୩ହଜାର ଟଙ୍କା ଦେଇ ଜୋରଜବରଦସ୍ତ ଶିଶୁପୁତ୍ରକୁ ନେଇ ଯାଇଥିବା ଦୁର୍ଗା ଅଭିଯୋଗ କରିଥିଲେ। ପରେ ଏ ନେଇ ଶିଶୁ ବିକ୍ରି ନେଇ ପୁରୀ ଚାଇଲ୍ଡ ଲାଇନ ତରଫରୁ କୁମ୍ଭାରପଡା ଥାନରେ ଏତଲା ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story