ପୁରୀ ସିଦ୍ଧମହାବୀର ପାଟଣାରୁ ଖପୁରୀ ଜବତ ଘଟଣା:ଆଜି କଟକ ଏଫଏମଟିରେ ଯାଞ୍ଚ ହେବ ଖପୁରୀ

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାର ଆଶ୍ରମରୁ ଜବତ ୨୭ ଖପୁରୀର ଆଜି କଟକ ଏଫ୍ଏମଟିରେ ଯାଞ୍ଚ ହେବ। ଗତ ୫ ତାରିଖରେ ମନୋରଂଜନ ଜେନା ଓରଫ୍ ମନୁ ବାବାଙ୍କ ଆଶ୍ରମରୁ ଏସବୁ ଖପୁରୀ ମିଳିଥିଲା। ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୁମ୍ଭାରପଡ଼ା ପୋଲିସ ଖପୁରୀ ଗୁଡ଼ିକୁ ପୃଥକ ପୃଥକ ଭାବେ କାଗଜରେ ମାର୍କିଂ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଖପୁରୀଗୁଡ଼ିକ କେତେ ବର୍ଷ ତଳର ଓ ସେଗୁଡ଼ିକ ମହିଳା କି ପୁରୁଷଙ୍କର […]

puri

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 02:45 AM IST

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାର ଆଶ୍ରମରୁ ଜବତ ୨୭ ଖପୁରୀର ଆଜି କଟକ ଏଫ୍ଏମଟିରେ ଯାଞ୍ଚ ହେବ। ଗତ ୫ ତାରିଖରେ ମନୋରଂଜନ ଜେନା ଓରଫ୍ ମନୁ ବାବାଙ୍କ ଆଶ୍ରମରୁ ଏସବୁ ଖପୁରୀ ମିଳିଥିଲା। ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୁମ୍ଭାରପଡ଼ା ପୋଲିସ ଖପୁରୀ ଗୁଡ଼ିକୁ ପୃଥକ ପୃଥକ ଭାବେ କାଗଜରେ ମାର୍କିଂ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଖପୁରୀଗୁଡ଼ିକ କେତେ ବର୍ଷ ତଳର ଓ ସେଗୁଡ଼ିକ ମହିଳା କି ପୁରୁଷଙ୍କର ପରୀକ୍ଷା ପରେ ସ୍ପଷ୍ଟ ହେବ। ରିପୋର୍ଟ ଆସିବା ପରେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି।

 

Related story