ଅପରାଧୀ ରବି ରାଓ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ

କଟକ: କଟକ-ପୁରୀ ବାଇପାସ ନିକଟରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ରବିକୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ରବି ନାଁରେ  ଡକାୟତି ଓ ହତ୍ୟା ଉଦ୍ୟମ ଭଳି ମୋଟ ୭ଟି ମାମଲା ରହିଛି। ତା’ ଘର ଭୁବନେଶ୍ୱରର ୟୁନିଟ୍- ୩ […]

ancounter

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 09:32 AM IST

କଟକ: କଟକ-ପୁରୀ ବାଇପାସ ନିକଟରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ରବିକୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି।

ରବି ନାଁରେ  ଡକାୟତି ଓ ହତ୍ୟା ଉଦ୍ୟମ ଭଳି ମୋଟ ୭ଟି ମାମଲା ରହିଛି। ତା’ ଘର ଭୁବନେଶ୍ୱରର ୟୁନିଟ୍- ୩ ଅଞ୍ଚଳରେ। ରବି ରାଓ ପ୍ରଥମେ ପୋଲିସ୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ୍‌ ମଧ୍ୟ ତା’ ଉପରକୁ ପାଲଟା ଗୁଳି ଚାଳନା କରିଥିଲା।

Related story