ରେଳବାଇ ଚାକିରି ଲୋଭ ଦେଖାଇ ଠକେଇ ଅଭିଯୋଗ: ୨ ଗିରଫ

ପୁରୀ:ରେଳବାଇରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଠକେଇ ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ପୋଲିସ୍‌  ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ  ନୟାଗଡ଼ ଓ ବାଲୁଗାଁ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଗ୍ରହାଚାର୍ଯ୍ୟ ଓ ଦେବ୍ରତ ନାୟକ। ସେମାନଙ୍କଠାରୁ  ଗୋଟିଏ ମଟର ସାଇକେଲ, ଦୁଇଟି ଏଟିଏମ୍‌, ଦୁଇଟି ପାସ୍‌ବୁକ୍‌, ଚେକ୍‌ ବୁକ୍‌ ଓ ମୋବାଇଲ୍‌ ଫୋନ୍‌ ପୋଲିସ୍‌ ଜବତ କରିଛି। ପୁରୀ ଓ ନୟାଗଡ଼ ଅଞ୍ଚଳର ଯୁବକଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ସେମାନେ ପ୍ରାୟ ୩୦ ଲକ୍ଷ ଟଙ୍କା […]

giraf

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 08:37 AM IST

ପୁରୀ:ରେଳବାଇରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଠକେଇ ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ପୋଲିସ୍‌  ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ  ନୟାଗଡ଼ ଓ ବାଲୁଗାଁ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଗ୍ରହାଚାର୍ଯ୍ୟ ଓ ଦେବ୍ରତ ନାୟକ। ସେମାନଙ୍କଠାରୁ  ଗୋଟିଏ ମଟର ସାଇକେଲ, ଦୁଇଟି ଏଟିଏମ୍‌, ଦୁଇଟି ପାସ୍‌ବୁକ୍‌, ଚେକ୍‌ ବୁକ୍‌ ଓ ମୋବାଇଲ୍‌ ଫୋନ୍‌ ପୋଲିସ୍‌ ଜବତ କରିଛି।

ପୁରୀ ଓ ନୟାଗଡ଼ ଅଞ୍ଚଳର ଯୁବକଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ସେମାନେ ପ୍ରାୟ ୩୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍‌ ତନାଘନା ଜାରି ରଖିଛି।

Related story