ରାଇରଙ୍ଗପୁର: ମହିଳାଙ୍କ ଗଳିତ ଶବ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର କଲେଜ ପାଖ ଉତ୍କଳ ମେସ୍ ନିକଟସ୍ଥ ଏକ ଖାଲରୁ ଆଜି ଜଣେ ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ମାନସିକ ଅବସ୍ଥା ଠିକ୍ ନ ଥିବା ଏହି ମହିଳା ଜଣକ ସହର ଓ ଆଖପାଖରେ ବୁଲୁଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

dead-body

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 11:50 AM IST

Related story