୭ ଦିନିଆ ପାରୋଲରେ ଗଲେ ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ଝାରପଡ଼ା ଜେଲରେ ସଜା କାଟୁଥିବା ରାଜା ଆଚାର୍ଯ୍ୟ ଶନିବାରଠାରୁ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ୭ ଦିନିଆ ପାରୋଲରେ ଯାଇଛନ୍ତି। ଏନେଇ ଚଳିତ ମାସ ୨୧ ତାରିଖ ଯାଏଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିକଟରେ ରାଜାଙ୍କ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା। ଆଜି ସେ ଜେଲରୁ ଘରକୁ ଯାଇଛନ୍ତି।

raja achrjya

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 04:59 PM IST

Related story