ରାଜଧାନୀରେ ଚାଲିଛି ବେଧଡକ ଡ୍ୟାନ୍ସବାର

ଭୁବନେଶ୍ୱର; ରାଜାଧାନୀରେ ଆଇନକାନୁନର ଖୋଲା ଉଲ୍ଲଂଘନ କରାଯାଇ ସମସ୍ତଙ୍କ ଆଖି ସାମ୍ନାରେ ବେଧଡ଼କ ଭାବେ ଚାଲିଛି ଡ୍ୟାନ୍ସ ବାର। ମଦର ଆସର ଭିତରେ ଲୋକଙ୍କୁ ମତୁଆଲ୍ କରୁଛି ସୁନ୍ଦରୀ ଯୁବତୀଙ୍କ ନୃତ୍ୟ ଆଉ ଗୀତ। ତେବେ ବାରରେ ଯୁବତୀଙ୍କ ନୃତ୍ୟଗୀତ ମନା ଥିବା ବେଳେ ଏହି ଆଇନକୁ କେହି ମାନୁ ନ ଥିବା ଅଭିଯୋଗ ହେଉଛି । ଆଧୁନିକତା ସହ ତାଳ ଦେଇ ବଦଳିଛି ଟୁଇନସିଟିର ଫ।ଷ୍ଟ ଲାଇଫ୍। ସଞ୍ଜ ନଇଁଲେ ରାଜଧାନୀର ରୂପ ମଧ୍ୟ ବଦଳି […]

bar

bar

Rakesh Mallick
  • Published: Monday, 02 November 2015
  • Updated: 02 November 2015, 02:48 PM IST

Sports

Latest News

ଭୁବନେଶ୍ୱର; ରାଜାଧାନୀରେ ଆଇନକାନୁନର ଖୋଲା ଉଲ୍ଲଂଘନ କରାଯାଇ ସମସ୍ତଙ୍କ ଆଖି ସାମ୍ନାରେ ବେଧଡ଼କ ଭାବେ ଚାଲିଛି ଡ୍ୟାନ୍ସ ବାର। ମଦର ଆସର ଭିତରେ ଲୋକଙ୍କୁ ମତୁଆଲ୍ କରୁଛି ସୁନ୍ଦରୀ ଯୁବତୀଙ୍କ ନୃତ୍ୟ ଆଉ ଗୀତ। ତେବେ ବାରରେ ଯୁବତୀଙ୍କ ନୃତ୍ୟଗୀତ ମନା ଥିବା ବେଳେ ଏହି ଆଇନକୁ କେହି ମାନୁ ନ ଥିବା ଅଭିଯୋଗ ହେଉଛି ।

ଆଧୁନିକତା ସହ ତାଳ ଦେଇ ବଦଳିଛି ଟୁଇନସିଟିର ଫ।ଷ୍ଟ ଲାଇଫ୍। ସଞ୍ଜ ନଇଁଲେ ରାଜଧାନୀର ରୂପ ମଧ୍ୟ ବଦଳି ଯାଉଛି । ମଉଜ ମସ୍ତିରେ ମସଗୁଲ ହେବାକୁ ସମସ୍ତେ ଆଗଭର । ମଦର ଆସର ସହିତ ବାର ଗାର୍ଲଙ୍କ ଡ୍ୟାନ୍ସ ମତୁଆଲା କରୁଛି ସମସ୍ତଙ୍କୁ। ଏହାସହ ମତାଣିଆ ଗୀତ ଆହୁରି ରଙ୍ଗୀନ କରୁଛି ପରିବେଶକୁ। ଖାଲି ସେତିକି ନୁହେଁ ମଝିରେ ମଝିରେ ନିଶାସକ୍ତ ଦର୍ଶକ ବି ପକାଉଛନ୍ତି ଟଙ୍କ।। କେବଳ ମାୟାନଗରୀ ମୁମ୍ୱାଇ ନୁହେଁ ଏଠାରେ ବି ଦେଖିବାକୁ ମିଳୁଛି। ଆଇନ କହୁଛି ବାରରେ ନୃତ୍ୟ ପରିବେଷଣରେ ଯୁବତୀମାନଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଏହା ଓଡିଶା ବିହାର ଅବକାରୀ ଆଇନ ୧୯୧୫ ସେକ୍ସନ ୨୫ର ଉଲ୍ଲଂଘନ କରୁଛି। ଓଡ଼ିଶାରେ ଡ୍ୟାନ୍ସ ବାର ପାଇଁ ଲାଇସେନସ ପ୍ରଦାନର ବ୍ୟବସ୍ଥା ବି ନାହିଁ। ତେବେ ଖୁଲମଖୁଲ୍ଲା ଏଭଳି ବାରଗାର୍ଲଙ୍କ ନୃତ୍ୟ ଏବେ ସାମ୍ନାକୁ ଆସିଛି।

ରାଜଧାନୀ ଭୁବନେଶ୍ୱରରେ ମ୍ୟୁଜିକ୍ ସୁବିଧା ଥିବା ଏମିତି ଛୋଟ ବଡ଼ ପ୍ରାୟ ୧୨ଟି ବାର ଆଣ୍ଡ ରେସ୍ତୁରାଣ୍ଟ ରହିଛି। ଏସବୁ ସ୍ଥାନକୁ ଏଣ୍ଟ୍ରି ମାଗଣା ଥିବା ବେଳେ ମଦ୍ୟପାନ ଓ ଖାଦ୍ୟ ପାଇଁ ଅର୍ଥ ଦେବାକୁ ପଡେ। ଗତବର୍ଷ ଅବକାରୀ ବିଭାଗ ବେଆଇନ ଭାବେ ଯୁବତୀଙ୍କୁ ନୃତ୍ୟ କରୁଥିବା ଅଭିଯୋଗରେ ୬ଟି ବାରର ଲାଇସିନ୍ସ ବାତିଲ ପାଇଁ ସୁପାରିଶ କରିଥିଲା। ପୂର୍ବରୁ ଅବକାରୀ ବିଭାଗ ଓ କମିଶନରେଟ୍ ପୋଲିସ ମଧ୍ୟରେ ଏ ନେଇ ବାରମ୍ୱାର ଆଲୋଚନା କରିଛନ୍ତି । ହେଲେ କିଛି ଲାଭ ହେଉନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story