ରାଜଧାନୀରେ ପୁଣି ମାତିଲେ ଲୁଟେରା, ବ୍ୟବସାୟୀଙ୍କ ଘରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ତୁଳସୀବିହାରରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଓ ରୂପା ସମେତ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଘରେ ପଶି  ୨ କେଜି ସୁନା, ନଗଦ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଝିଅ ବାହାଘର ପାଇଁ ଏସବୁ ଘରେ ରଖିଥିବା ବ୍ୟବସାୟୀ ଜଣକ କହିଛନ୍ତି। ଏହି ଘଟଣାରେ ପୋଲିସ୍  ୮ରୁ ୯ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା […]

loot

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 07:33 AM IST

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ତୁଳସୀବିହାରରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଓ ରୂପା ସମେତ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଘରେ ପଶି  ୨ କେଜି ସୁନା, ନଗଦ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଝିଅ ବାହାଘର ପାଇଁ ଏସବୁ ଘରେ ରଖିଥିବା ବ୍ୟବସାୟୀ ଜଣକ କହିଛନ୍ତି।

ଏହି ଘଟଣାରେ ପୋଲିସ୍  ୮ରୁ ୯ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Related story